Odisha CM writes to WB CM: ମମତାଙ୍କୁ ଚିଠି ଲେଖିଲେ ମୋହନ; କହିଲେ, ଦୀଘା ମନ୍ଦିରକୁ ‘ଧାମ’ କୁହନି

ସେହିପରି ‘ଧାମ’ ଶଦ୍ଦ ବ୍ୟବହାରରୁ ଦୂରରେ ରହିବାକୁ କହିଛନ୍ତି ମୋହନ ମାଝୀ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆନ୍ତଃରାଜ୍ୟ ସମ୍ମାନ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖନ୍ତୁ ।

Odisha CM writes to WB CM: ମମତାଙ୍କୁ ଚିଠି ଲେଖିଲେ ମୋହନ; କହିଲେ, ଦୀଘା ମନ୍ଦିରକୁ ‘ଧାମ’ କୁହନି
Array