Odisha Common Examinations Bill 2024: ASO ଚାକିରି ବିକ୍ରି ନେଇ ରୁଲିଂ ଦାବି କଲେ ପ୍ରମିଳା, କାଉଣ୍ଟର୍ କଲେ ସନ୍ତୋଷ

ବିଧାନସଭାରେ ବିଜେଡି ଦାବି କଲା ରୁଲିଂ । ମୁଖ୍ୟମନ୍ତ୍ରୀ କେଉଁ ସଂସ୍ଥା ଲଗାଇ ତଦନ୍ତ କରି ଜାଣିଲେ, ବିକ୍ରି ହେଉଥିଲା ASO ଚାକିରି ? ବିଜେପି ବିଧାୟକ କଲେ କାଉଣ୍ଟର । କହିଲେ, ବଣିକ ବିକୁଥିଲେ ଚାକିରି ।

Odisha Common Examinations Bill 2024: ASO ଚାକିରି ବିକ୍ରି ନେଇ ରୁଲିଂ ଦାବି କଲେ ପ୍ରମିଳା, କାଉଣ୍ଟର୍ କଲେ ସନ୍ତୋଷ
Array