Odisha Congress: ବିଜେଡି ବଦଳରେ ଶାସକ ବିଜେପିକୁ ଅକଳରେ ପକାଉଛି କଂଗ୍ରେସ
ରାଜ୍ୟରେ ପ୍ରଥମକରି ଏକାକି କ୍ଷମତାକୁ ଆସିବା ପରେ ବିଜେପି ସରକାରକୁ ମୁଖ୍ୟ ବିରୋଧୀ ଦଳ ବିଜେଡି ନୁହେଁ ବରଂ ଏବେ ଅକଳରେ ପକାଉଛି କଂଗ୍ରେସ । ଭକ୍ତ ଚରଣ ଦାସ ରାଜ୍ୟ କଂଗ୍ରେସର ମୁଖିଆ ପଦବି ସମ୍ଭାଳିବା ପରେ ବଦଳିଯାଇଛି ଦଳର ସୁପ୍ତ ରଣନୀତି ।