Odisha Crime Branch Raids 10 Locations Simultaneously, EOW Interrogates BJD Leader Raja Chakra

କୋଟି କୋଟି ଟଙ୍କାର ଟ୍ରାନ୍ସପୋର୍ଟ ଠକେଇ ଅଭିଯୋଗ ମାମଲାରେ କେନ୍ଦୁଝରର ବିଜେଡି ନେତା ରାଜା ଚକ୍ରଙ୍କୁ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ EOW । ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ରେଡ। ରାଜ୍ୟର ସମସ୍ତ ମାଇନ୍ସ କରିଡର୍ ର ଚେକ୍ ପଏଣ୍ଟରେ ରେଡ୍ ହେଉଛି