Odisha Forest Dept, Police Escort Elephant Roaming on Bhadrak-Anandapur State Highway

ରାଜରାସ୍ତାରେ ଗଜରାଜ, ପଛେ ପଛେ ବନବିଭାଗର ଟିମ୍ । ହାତୀଟି ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ, ବନବିଭାଗ ଓ ପୋଲିସ ହାତୀକୁ ଏସକର୍ଟ ଦେଉଛନ୍ତି। ଭଦ୍ରକ-ଆନନ୍ଦପୁର ୫୩ ନଂ ରାଜ୍ୟ ରାଜପଥରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । #Elephant #O