Odisha Introduces 11.25% Reservation for SEBC Students in Higher Education
SEBCଙ୍କୁ ମିଳିବ ୧୧.୨୫% ସଂରକ୍ଷଣ । ନୂଆ ସଂରକ୍ଷଣ ଲାଗୁନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏସ୍ ସି/ଏସ୍ ଟି ପାଇଁ ଯାହା ସଂରକ୍ଷଣ ଥିଲା ବଳବତ୍ତର ରହିବ । ସବୁ ସରକାରୀ ବିଶ୍ୱବିଦ୍ୟାଳୟ, ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଲାଗୁହେବ ।