Odisha Mining Corporation: ଓଏମସି ପକ୍ଷରୁ ବିଶ୍ଵ ସିକଲସେଲ ଆନେମିଆ ନିରାକରଣ ସଚେତନତା ଅଭିଯାନ

ଓଏମସିର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାନ ଆରୋଗ୍ୟବାହିନୀ - କୋରାପୁଟ, କେଉଁଝର, ଯାଜପୁର ଏବଂ ବଡବିଲ ଖଣି ଅଞ୍ଚଳରେ ସ୍ଥିତ ଜିଲିଙ୍ଗ ଦୈତାରୀ, ଲକ୍ଷ୍ମୀପୁର, କାଳିଆପାଣି, ଶୁଆକାଟି ଏବଂ ସେରେଣ୍ଡା ଠାରେ ଏହି ସଚେତନତା ଶିବିର ଆୟୋଜନ ହୋଇଛି ।

Odisha Mining Corporation: ଓଏମସି ପକ୍ଷରୁ ବିଶ୍ଵ ସିକଲସେଲ ଆନେମିଆ ନିରାକରଣ ସଚେତନତା ଅଭିଯାନ
Array