Odisha Ministers Asked to Submit 10-Point Performance Reports to CM
#ପାୱାର_କରିଡରରେ_ହଲଚଲ ମନ୍ତ୍ରୀମାନଙ୍କୁ ଖାଲି ପ୍ରଫରମାନ୍ସ ରିପୋର୍ଟ ମଗାଯାଇନି । ନିର୍ଦ୍ଧିଷ୍ଟ ଫର୍ମାଟରେ ବି ଦେବାକୁ କୁହାଯାଇଛି । ପାଖାପାଖି ୧୦ଟି ବିନ୍ଦୁରେ ରିପୋର୍ଟ ତିଆରି କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି
#ପାୱାର_କରିଡରରେ_ହଲଚଲ
ମନ୍ତ୍ରୀମାନଙ୍କୁ ଖାଲି ପ୍ରଫରମାନ୍ସ ରିପୋର୍ଟ ମଗାଯାଇନି । ନିର୍ଦ୍ଧିଷ୍ଟ ଫର୍ମାଟରେ ବି ଦେବାକୁ କୁହାଯାଇଛି । ପାଖାପାଖି ୧୦ଟି ବିନ୍ଦୁରେ ରିପୋର୍ଟ ତିଆରି କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି