Odisha Politics : ଋତୁ ବଦଳିବା ଭଳି ବଦଳୁଛି ଓଡ଼ିଶା ରାଜନୀତିର ଚିତ୍ର...କେଉଁଠି ପରଝଡ଼ା ତ କେଉଁଠି ପତ୍ରଝଡ଼ା

କଂଗ୍ରେସର ପୁନରୁତ୍‌ଥାନ ଉଦ୍ୟମ କୌଶଳ ଆଗରେ ବିଜୁ ଜନତା ଦଳ ଏକ ପ୍ରକାର ଚକ୍‌ମା ଖାଇଯାଇଛି । ଯେବେ ଠାରୁ ଭକ୍ତ ଚରଣ ଦାସ ପ୍ରଦେଶ କଂଗ୍ରେସର ସଭାପତି ଦାୟିତ୍ୱ ନେଇଛନ୍ତି, ସେବେ ଠାରୁ ଦଳ ବଳ ଗୋଟାଇବା ଆରମ୍ଭ କରିଛି । ଯାହା ଜଣାପଡୁଛି, ଭକ୍ତ ବର୍ତ୍ତମାନ ଗୋଟିଏ ନିର୍ଦ୍ଧିଷ୍ଟ ଲକ୍ଷ୍ୟରେ ରହିଛନ୍ତି – ତାହା ହେଲା କଂଗ୍ରେସକୁ ଜନସାଧାରଣଙ୍କ ଧାରଣାରେ ଏକ ନିରୋଳା ତଥା ଖାଣ୍ଟି ବିରୋଧୀ ଦଳ ତଥା ବିଜେପିର ବିକଳ୍ପ ଭାବରେ ଉପସ୍ଥାପିତ କରିବା ।

Odisha Politics : ଋତୁ ବଦଳିବା ଭଳି ବଦଳୁଛି ଓଡ଼ିଶା ରାଜନୀତିର ଚିତ୍ର...କେଉଁଠି ପରଝଡ଼ା ତ କେଉଁଠି ପତ୍ରଝଡ଼ା
Array