Odisha Vigilance Raids Cuttack STA Deputy Commissioner's Residence Over DA
କଟକ STA ଡେପୁଟି କମିଶନରଙ୍କ ଘରେ ଭିଜିଲାନ୍ସ ରେଡ୍ । ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପଙ୍କ ଅଫିସ ୯ଟି ସ୍ଥାନରେ ରେଡ୍ ଚାଲିଛି । #VigilanceRaid #STAD