One Dose Of 'Magic Mushrooms': ଡିପ୍ରେସନରୁ ମୁକ୍ତି ଦେବ ‘ମ୍ୟାଜିକ୍ ଛତୁ’ର ଗୋଟିଏ ଡୋଜ୍ 

କର୍କଟ ରୋଗୀମାନଙ୍କୁ ଚିକିତ୍ସା ସମୟରେ ମାନସିକ ଦୁଶ୍ଚିନ୍ତାରୁ ମୁକ୍ତ ହେବା ପାଇଁ ‘ମ୍ୟାଜିକ୍ ଛତୁ’ରେ ଥିବା ସକ୍ରିୟ କମ୍ପାଉଣ୍ଡ ସାଇଲୋସାଇବିନ୍‌ର ଗୋଟିଏ ଡୋଜ ଫଳପ୍ରଦ ହେବ ବୋଲି ଅଧ୍ୟୟନରୁ ଜଣାପଡିଛି ।

One Dose Of 'Magic Mushrooms': ଡିପ୍ରେସନରୁ ମୁକ୍ତି ଦେବ ‘ମ୍ୟାଜିକ୍ ଛତୁ’ର ଗୋଟିଏ ଡୋଜ୍ 
Array