Onion Price: କମିଲା ପିଆଜ ଦର, ମନ୍ତ୍ରୀଙ୍କ ବେକରେ ପଡ଼ିଲା ପିଆଜ ମାଳ

ପିଆଜ ଦର ଗତ ୧୦ ଦିନରେ କିଲୋ ପିଛା ପ୍ରାୟ ୨୦ ଟଙ୍କା କମିଛି । ମହାରାଷ୍ଟ୍ରରେ କିଲୋ ପ୍ରତି ଦର ରହିଛି ପ୍ରାୟ ୨୪ ଟଙ୍କା । ଦର କମିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ମନ୍ତ୍ରୀଙ୍କ ବେକରେ ପକାଇଛନ୍ତି ପିଆଜ ମାଳ । ଦରକୁ ନେଇ ତେଜିଛି ରାଜନୀତି ।

Onion Price: କମିଲା ପିଆଜ ଦର, ମନ୍ତ୍ରୀଙ୍କ ବେକରେ ପଡ଼ିଲା ପିଆଜ ମାଳ
Array