Op Sindoor Briefing: ସେନା ପ୍ରେସମିଟ୍‌ରେ କ୍ରିକେଟ-ରାମାୟଣ ଉଦାହରଣ

କ୍ରିକେଟର ଉଦାହରଣ ଦେଲେ, ରାମାୟଣର ପଂକ୍ତି ବି ପଢିଲେ । ମିଳିତ ପ୍ରେସମିଟରେ ଭାରତର ଦୃଢ ଚାରିସ୍ତରୀୟ ପ୍ରତିରକ୍ଷା ବ୍ୟବସ୍ଥା କଥା ବଖାଣିଛନ୍ତି DGMO ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ । ସଫା ସଫା କହିଛନ୍ତି, ପାକିସ୍ତାନ କେବେବି ଭେଦି ପାରିବନି ଆମ ଏୟାର ଡିଫେନ୍ସ ସିଷ୍ଟମ । 

Op Sindoor Briefing: ସେନା ପ୍ରେସମିଟ୍‌ରେ କ୍ରିକେଟ-ରାମାୟଣ ଉଦାହରଣ
Array