Operation Sindoor Success: ଅପରେସନ୍ ସିନ୍ଦୂରର ଐତିହାସିକ ସଫଳତା; ୩ ସେନାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା...

ଭାରତ ଲଢ଼ିଛି ହକ୍‌ର ଲଢ଼େଇ। ଆତଙ୍କୀଙ୍କ ମେରୁହାଡ଼ ଭାଙ୍ଗିବାକୁ ନିଜ ଅଧିକାର ମୁତାବକ ନେଇଛି ଆକ୍ସନ୍। ଗତରାତିରେ ଅପରେସନ୍ ସିନ୍ଦୂର ସଫଳ ହେବା ପରେ, ଆଜି ଦେଶର ସୁପ୍ରିମ କମାଣ୍ଡରଙ୍କୁ ଏସଂପର୍କରେ ଅବଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Operation Sindoor Success: ଅପରେସନ୍ ସିନ୍ଦୂରର ଐତିହାସିକ ସଫଳତା; ୩ ସେନାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା...
Array