Operation Sindoor: ମୁଁ ସରକାରଙ୍କ ପାଇଁ କାମ କରୁନି, କିନ୍ତୁ ‘ଅପରେସନ ସିନ୍ଦୂର’ ପ୍ରଶଂସାଯୋଗ୍ୟ: ଶଶି ଥରୁର
ସାଂସଦ ଶଶି ଥରୁରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରିଛି । ଭାରତୀୟ ଦୂତାବାସରେ ଅନୁଷ୍ଠିତ ବୈଠକରେ ଭାରତ ‘ଅପରେସନ ସିନ୍ଦୂର’ କିପରି ସ୍ମାର୍ଟ ୱେରେ କରିଛି ତାହା ଥରୁର କହିଛନ୍ତି ।