Operation Sindur Praised: ସେନାକୁ ସାବାସୀ ଜଣାଇଲା RSS, 'ଅପରେସନ୍ ସିନ୍ଦୂର ୨.୦'କୁ ବୈଜୟନ୍ତଙ୍କ ପ୍ରଶଂସା

‘ଅପରେସନ ସିନ୍ଦୂର’ ଅଧିନରେ ପାକିସ୍ତାନ ସମର୍ଥତ ଆତଙ୍କବାଦୀ ଗୋଷ୍ଠୀ ଉପରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛି ଆରଏସଏସ । ସଶସ୍ତ୍ରବାହିନୀର ମନୋବଳ ବଢାଇଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା ।

Operation Sindur Praised: ସେନାକୁ ସାବାସୀ ଜଣାଇଲା RSS, 'ଅପରେସନ୍ ସିନ୍ଦୂର ୨.୦'କୁ ବୈଜୟନ୍ତଙ୍କ ପ୍ରଶଂସା
Array