Oscar Race: ଓସ୍କାର ଦୌଡରୁ ବାଦ୍ ପଡିଲା 'ଲାପତା ଲେଡିଜ୍'; ବ୍ରିଟେନ୍‌ ତରଫରୁ ଏହି ହିନ୍ଦୀ ଫିଲ୍ମ ମନୋନୀତ

ଓସ୍କାର ପାଇଁ ମନୋନୀତ ହୋଇଥିବା ୧୫ଟି ଚଳଚ୍ଚିତ୍ର ମଧ୍ୟରେ 'ଲାପତା ଲେଡିଜ୍' ନ ଥିବାରୁ ଆମୀର ଖାନ ଏବଂ କିରଣ ରାଓଙ୍କ ସମେତ ସମସ୍ତ ଭାରତୀୟଙ୍କ ପାଇଁ ନିଶ୍ଚିତ ନିରାଶର କାରଣ ହୋଇଛି। କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବର୍ଗରେ ଆଉ ଏକ ହିନ୍ଦୀ ଚଳଚ୍ଚିତ୍ର ଚୟନ କରାଯାଇଛି।

Oscar Race: ଓସ୍କାର ଦୌଡରୁ ବାଦ୍ ପଡିଲା 'ଲାପତା ଲେଡିଜ୍'; ବ୍ରିଟେନ୍‌ ତରଫରୁ ଏହି ହିନ୍ଦୀ ଫିଲ୍ମ ମନୋନୀତ
Array