OSRTC: ଘାଟାରେ ଚାଲୁଛି OSRTC, ୨ ବର୍ଷରେ ୪୫ କୋଟି ୪୬ ଲକ୍ଷ କ୍ଷତି

ଅଚଳ ହୋଇ ପଡ଼ିଛି ପରିବହନ ବିଭାଗର ୧୦୯ ବସ୍‌ । ବିଗତ ୧୦ ବର୍ଷ ଭିତରେ ପରିବହନ ବିଭାଗ ୫୪୦ଟି ବସ୍‌ କିଣିଥିଲା । ସେଥିମଧ୍ୟରୁ ୧୦୯ଟି ବସ୍‌ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଚଳ ହୋଇ ପଡିଛି ।

OSRTC: ଘାଟାରେ ଚାଲୁଛି OSRTC, ୨ ବର୍ଷରେ ୪୫ କୋଟି ୪୬ ଲକ୍ଷ କ୍ଷତି
Array