OSRTC ବସ୍ ସହ ବାଇକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୩ ଜଣଙ୍କ ଜୀବନ
ମାଲକାନଗିରି ୭।୧୨: ମାଲକାନଗିରି ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ରାଜ୍ୟ ପରିବହନ ନିଗମ ବସ୍ ସହ ମୁହାଁମୁହିଁ ଧକ୍କା ହେଲା ବାଇକ୍ । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଏମ୍ଭି-୭ ଗ୍ରାମ ନିକଟସ୍ଥ ତମସା ଛକରେ ଘଟିଛି ଦୁର୍ଘଟଣା । ବସ୍ଟି ମାଲକାନଗିରିରୁ କାଲିମେଳା ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଗୋଟିଏ ବାଇକ୍ରେ ତିନି ଜଣ ଯୁବକ ମାଲକାନଗିରି ଆସୁଥିବା ବେଳେ ଦୁର୍ଘଟଣା ଘଟିଛି ।You Can Read:ଗତ ୩ ବର୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମିଳିଛି ଶହେ କୋଟିରୁ ଅଧିକ ଟଙ୍କାର ଦାନ, ହୁଣ୍ଡି ଓ ବିଭିନ୍ନ ସୂତ୍ରରୁ ଆସିଛି ଟଙ୍କା
ମାଲକାନଗିରି ୭।୧୨: ମାଲକାନଗିରି ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ରାଜ୍ୟ ପରିବହନ ନିଗମ ବସ୍ ସହ ମୁହାଁମୁହିଁ ଧକ୍କା ହେଲା ବାଇକ୍ । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଏମ୍ଭି-୭ ଗ୍ରାମ ନିକଟସ୍ଥ ତମସା ଛକରେ ଘଟିଛି ଦୁର୍ଘଟଣା । ବସ୍ଟି ମାଲକାନଗିରିରୁ କାଲିମେଳା ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଗୋଟିଏ ବାଇକ୍ରେ ତିନି ଜଣ ଯୁବକ ମାଲକାନଗିରି ଆସୁଥିବା ବେଳେ ଦୁର୍ଘଟଣା ଘଟିଛି ।
You Can Read: