OSSSC Examination Controversy: ଆରଆଇ, ଅମିନ ପରୀକ୍ଷାକୁ ନେଇ ବିବାଦୀୟ OSSSC ପାଇଁ ନୂଆ ଚ୍ୟାଲେଞ୍ଜ

RI, ARI, ଅମିନ ପରୀକ୍ଷା ପାଇଁ ବିବାଦୀୟ ହୋଇପଡ଼ିଥିବା OSSSC ପାଇଁ ଏବେ ନୂଆ ଚାଲେଞ୍ଜ । ଗ୍ରେଡ୍-ସି ପଦବି ଲାଗି ୩ ହଜାର ପଦବୀ ପାଇଁ ପ୍ରିଲିମ୍‌ରେ ପାସ୍ କରିଛନ୍ତି ପ୍ରାୟ ୩ ଲକ୍ଷ ପିଲା । ହେଲେ ପରୀକ୍ଷାର ସ୍ବଚ୍ଛତା ନେଇ ବିବାଦ ଘରରେ ଥିବା OSSSC କେମିତି ଏତେ ସଂଖ୍ୟକ ପିଲାଙ୍କ ପାଇଁ ମେନ୍ ପରୀକ୍ଷା କରିବ ତାକୁ ନେଇ ଉଠିଛି ପ୍ରଶ୍ନ ।

OSSSC Examination Controversy: ଆରଆଇ, ଅମିନ ପରୀକ୍ଷାକୁ ନେଇ ବିବାଦୀୟ OSSSC ପାଇଁ ନୂଆ ଚ୍ୟାଲେଞ୍ଜ
Array