OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ ରହିଛି ଶିକ୍ଷକଙ୍କ ସଂପୃକ୍ତି, କହିଲା କ୍ରାଇମବ୍ରାଞ୍ଚ
କେମିତି ପ୍ରଶ୍ନପତ୍ର ଲିକ୍ ହେଲା? ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଲାପଟପରୁ କେମିତି ପ୍ରଶ୍ନପତ୍ର ନେଲେ ଡାଟା ଏଣ୍ଟ୍ରି ଅପରେଟର୍ ? ପ୍ରଶ୍ନପତ୍ରକୁ ସୁରକ୍ଷିତ ଭାବେ ରଖାଯାଇନଥିଲା କି? ଏବେ ଏମିତି କିଛି ପ୍ରଶ୍ନ ଉପରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।