OUATରୁ ଜଗା ପାଇଁ ଯିବ ୬୦ କେଜି ତୁଳସୀ ଓ ୧୦୦ଟି ପଦ୍ମ

କାଳିଆ ପାଇଁ ଚାଲିଛି ତୁଳସୀ ଓ ପଦ୍ମ ଚାଷ। ଯୁଆଡ଼େ ଦେଖିବେ ବୃନ୍ଦାବତୀଙ୍କ ଆସ୍ଥାନ। ଦିନେ ଘାସବୁଦାରେ ପରିପୁର୍ଣ୍ଣ ଥିବା ସ୍ଥାନଟି ଆଜି ପାଲଟିଛି ତୁଳସୀ ଉଦ୍ୟାନ। କେବଳ ସେତିକି ନୁହଁ ପଦ୍ମ ଫୁଲରେ ପରିପୁର୍ଣ୍ଣ ହୋଇଛି ପୁଷ୍କରିଣୀ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା ତୁଳସୀ ଏବଂ ପଦ୍ମ ଚାଷ।