Pahalgam Attack Chinese Devices: ପହଲଗାମ ଆକ୍ରମଣ ଘଟଣାରେ ଆତଙ୍କବାଦୀଙ୍କ ହାତରେ ଥିଲା ଚୀନ ତିଆରି ଡିଭାଇସ ଓ ଆପ୍
ଗୁଇନ୍ଦା ବିଭାଗ ନଜରରୁ ହଟିବା ପାଇଁ ଏଭଳି ଆପ୍ ଆତଙ୍କବାଦୀମାନେ ପହଲଗାମରେ ବ୍ୟବହାର କରିଥିଲେ ବୋଲି ସୂଚନା ମିଳିଛି । ଚୀନ ନିର୍ମିତ ଏକ ସାଟେଲାଇଟ ଫୋନ୍ ଆକ୍ରମଣ ସମୟରେ ସେହି ଅଞ୍ଚଳରେ ଥିବାରୁ ଏନେଇ ସନ୍ଦେହ ଅଧିକ ଦୃଢୀଭୂତ ହୋଇଛି।