Pahalgam Attack: Widow Pragati Jagdale Seeks Government Support After Husband's Death
'#ମୋ_ସ୍ୱାମୀ_ଚାଲିଗଲେ_ଏବେ_ମୋ_ଘର_ଚଳିବ_କେମିତି?' 'ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୋ ସ୍ୱାମୀ ଚାଲିଗଲେ । ସେ ଆମ ଘର କଥା ବୁଝୁଥିଲେ ଆମ ସୁରକ୍ଷା କରୁଥିଲେ। ଏବେ ମୋ ଘର ଚଳିବ କେମିତି? ସରକାର ମୋ ଝିଅକୁ ଚାକରି ଖଣ୍ଡେ ଦେଲେ ଖୁବ୍ ଭଲ ହୁଅନ
'#ମୋ_ସ୍ୱାମୀ_ଚାଲିଗଲେ_ଏବେ_ମୋ_ଘର_ଚଳିବ_କେମିତି?'
'ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୋ ସ୍ୱାମୀ ଚାଲିଗଲେ । ସେ ଆମ ଘର କଥା ବୁଝୁଥିଲେ ଆମ ସୁରକ୍ଷା କରୁଥିଲେ। ଏବେ ମୋ ଘର ଚଳିବ କେମିତି? ସରକାର ମୋ ଝିଅକୁ ଚାକରି ଖଣ୍ଡେ ଦେଲେ ଖୁବ୍ ଭଲ ହୁଅନ