Pahalgam Attack: ଆତଙ୍କବାଦୀ ଆକ୍ରମଣ ପରେ କାଶ୍ମୀର ଜନଶୂନ୍ୟ ହୋଇଯାଇଛି

Pahalgam Attack: ଆତଙ୍କବାଦୀ ଆକ୍ରମଣ ପରେ କାଶ୍ମୀର ଜନଶୂନ୍ୟ ହୋଇଯାଇଛି । ମଙ୍ଗଳବାର ଦିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପୁଣି ଥରେ ଉପତ୍ୟକାର ଶାନ୍ତିକୁ ଦୋହଲାଇ ଦେଇଛି। ଏହି ଆକ୍ରମଣ ପରେ ସାରା ଦେଶ ମର୍ମାହତ ହୋଇଥିବା ବେଳେ କାଶ୍ମୀର ଜନଶୂନ୍ୟ ହୋଇଯାଇଛି। ରାସ୍ତା ଉପରେ ନିରାଶା ବ୍ୟାପିଯାଇଛି। ପହଲଗାମ ଆକ୍ରମଣ ପରେ ଅବସ୍ଥା ଚିତ୍ର ମାଧ୍ୟମରେ ଦେଖନ୍ତୁ...

Pahalgam Attack: ଆତଙ୍କବାଦୀ ଆକ୍ରମଣ ପରେ କାଶ୍ମୀର ଜନଶୂନ୍ୟ ହୋଇଯାଇଛି
Array