Pahalgam Terror Attack | Union Home Minister Amit Shah Reaches Srinagar to Review Situation
#ଶ୍ରୀନଗରରେ_ପହଞ୍ଚିଲେ_ଶାହ ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା ପରେ ଶ୍ରୀନଗରରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ତେବେ ଆତଙ୍କୀଙ୍କୁ କିପରି ଦମନ କରାଯିବ, ସେନେଇ ଆଲୋଚନା କରିବେ ଶାହ। #Ter
#ଶ୍ରୀନଗରରେ_ପହଞ୍ଚିଲେ_ଶାହ
ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା ପରେ ଶ୍ରୀନଗରରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ତେବେ ଆତଙ୍କୀଙ୍କୁ କିପରି ଦମନ କରାଯିବ, ସେନେଇ ଆଲୋଚନା କରିବେ ଶାହ।
#Ter