Pahalgam Terrorist Attack Photo: ଏପରି ଆଖିବୁଜା ଗୁଳି କରୁଥିଲେ ଆତଙ୍କୀ: ସାମ୍ନାକୁ ଆସିଲା ଫଟୋ
ଗତକାଲି ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ଟିଆରଏଫ୍ ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିଥିଲା। The Resistance Front-TRF ଆତଙ୍କୀ ସଂଗଠନ ହେଉଛି ମୋଷ୍ଟ ୱାଣ୍ଟେଣ୍ଡ୍ ଆତଙ୍କବାଦୀ ଗ୍ରୁପ୍ ଲସ୍କର-ଏ-ତୋଏବାର ଏକ ବଡ଼ ୱିଙ୍ଗ୍।