Paisa Double Offer: ମର୍ଣ୍ଣିଂ ୱାକ୍ରେ ଯାଆନ୍ତି, ଧନୀ ମହିଳାଙ୍କ ସହ ବନ୍ଧୁତା ବଢାନ୍ତି...ତାପରେ ଠକେଇ
ବେଙ୍ଗାଲୁରୁର ୪୯ ବର୍ଷୀୟା ସବିତା । ପ୍ରତ୍ୟେକ ଦିନ ମର୍ଣ୍ଣିଂ ୱାକ୍ରେ ଯାଆନ୍ତି। ଆଉ ଧନୀ ମହିଳାମାନଙ୍କ ସହ ବନ୍ଧୁତା ବଢାନ୍ତି । କିଛି ଦିନ ପରେ ସେମାନଙ୍କୁ କିଟ୍ଟୀ ପାର୍ଟିକୁ ଡାକନ୍ତି । ପାର୍ଟିରେ ବିଭିନ୍ନ ସ୍ମିମରେ ନିବେଶର ପ୍ରସ୍ତାବ ଦେଇ ଟଙ୍କା ଦୁଇ ଗୁଣା, ତିନି ଗୁଣା କରିବାକୁ ଲୋଭ ଦେଖାନ୍ତି।