Pak Official Throat-Slit Gesture: ଭାରତୀୟଙ୍କ ବେକ କାଟିବାକୁ ଧମକ ଦେଲେ ପାକ୍ ଅଧିକାରୀ
ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଆତଙ୍କୀ ବ୍ୟବହାର । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଫଟୋ ଦେଖାଇ ଭାରତୀୟଙ୍କ ବେକ କାଟିଦେବାକୁ ଧମକ । ଲଣ୍ଡନସ୍ଥିତ ହାଇକମିଶନ କାର୍ଯ୍ୟାଳୟ ଆଗରେ ପ୍ରବାସୀ ଭାରତୀୟ ପ୍ରତିବାଦ କରୁଥିବା ବେଳେ ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଏଭଳି ବ୍ୟବହାର ଦେଖିବାକୁ ମିଳିଛି ।