Pakistan Airline: ଏୟାରଲାଇନ୍ସ ତ୍ରୁଟି: କରାଚୀ ବଦଳରେ ସାଉଦିଆରବରେ ଓହ୍ଲାଇଲେ ବିମାନ ଯାତ୍ରୀ

ପାକିସ୍ତାନ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆ ନଯିବାରୁ ଜଣେ ଯାତ୍ରୀ ଲାହୋରରୁ କରାଚୀ ଯିବା ପାଇଁ ବିମାନ ଯାତ୍ରା କରିଥିଲେ ହେଁ ତାଙ୍କୁ ସାଉଦିଆରବରେ ଓହ୍ଲାଇବାକୁ ପଡିଥିଲା । 

Pakistan Airline: ଏୟାରଲାଇନ୍ସ ତ୍ରୁଟି: କରାଚୀ ବଦଳରେ ସାଉଦିଆରବରେ ଓହ୍ଲାଇଲେ ବିମାନ ଯାତ୍ରୀ
Array