Pakistan Army Chief Meets Trump: ଟ୍ରମ୍ପଙ୍କୁ ଭେଟିଲେ ମୁନୀର; ଦୀର୍ଘ ଦିନ ପରେ ଆମେରିକାରେ ନଜର ଆସିଲେ ପାକ୍ ସେନା ମୁଖ୍ୟ
ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀର । ୨୪ ବର୍ଷ ଭିତରେ ମୁନୀର୍ ପ୍ରଥମ ସେନା ମୁଖ୍ୟ ଯିଏ, ଆମେରିକାର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।