Pakistan Army's Influence on Government: ପାକିସ୍ତାନ ସେନା ଭିତରେ କୁହୁଳୁଛି ବିବାଦ...ତଥାପି ଡରୁଛି ନିର୍ବାଚିତ ସରକାର

ପାକିସ୍ତାନୀ ସେନାର ଅନେକ ଦୁର୍ବଳତା ରହିଛି ଯାହାକୁ ନେଇ ଲଗାତାର ବିତର୍କ ହୋଇ ଆସୁଛି । ଏଥି ମଧ୍ୟରେ ରହିଛି ଆଭ୍ୟନ୍ତରୀଣ ଅସ୍ଥିରତା ସାଙ୍ଗକୁ ସାମରିକ ବିଦ୍ରୋହର ଆଶଙ୍କା । ଦୁର୍ନୀତିରେ ତ ତଣ୍ଟିଯାଏ ବୁଡି ରହିଛି ପାକ ସେନା । ଯେତେବେଳେ ବି ପାକିସ୍ତାନ ସରକାର ଏହାର ପଡ଼ୋଶୀମାନଙ୍କ ସହିତ ସମ୍ପର୍କ ଉନ୍ନତ କରିବାକୁ ଚେଷ୍ଟା କରେ, ସେତେବେଳେ ଏହାକୁ ପଥଭ୍ରଷ୍ଟ କରିବାକୁ ଷଡ଼ଯନ୍ତ୍ର କରିଥାଏ ସେନା ।

Pakistan Army's Influence on Government: ପାକିସ୍ତାନ ସେନା ଭିତରେ କୁହୁଳୁଛି ବିବାଦ...ତଥାପି ଡରୁଛି ନିର୍ବାଚିତ ସରକାର
Array