Pakistan - India Talks After Op Sindoor: ଭାରତ ସହିତ ଆଲୋଚନା କରିବାକୁ ପ୍ରସ୍ତାବ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ
ଗୁରୁବାର କାମରା ଏୟାରବେସ୍ ଗସ୍ତ ସମୟରେ ପାକିସ୍ତାନ ବାୟୁସେନା ପାଇଲଟ ଓ ଯବାନଙ୍କ ସହିତ କଥାବାର୍ତ୍ତା କରି ଶାନ୍ତି ସ୍ଥାପନା ବିଷୟରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ।