Pakistan Kirana Hills: କିରାନା ହିଲ୍ସରେ ରହିଛି ୧୦ ରୁ ଅଧିକ ଭୂତଳ ସୁଡ଼ଙ୍ଗ...ଗଚ୍ଛିତ ଅଛି ଆଣବିକ ଅସ୍ତ୍ର !
ରିପୋର୍ଟ ଅନୁଯାୟୀ, କିରାନା ହିଲ୍ସରେ ୧୦ ରୁ ଅଧିକ ଭୂତଳ ସୁଡ଼ଙ୍ଗ ଅଛି, ଏହି ସୁଡ଼ଙ୍ଗ ଗୁଡ଼ିକ ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ର ସଂରକ୍ଷଣ ପାଇଁ ବ୍ୟବହୃତ ହେଉଥିବା ଅନୁମାନ କରାଯାଏ। ଏହା ବ୍ୟତୀତ ପ୍ରମୁଖ ସାମରିକ ପ୍ରତିଷ୍ଠାନ ଗୁଡ଼ିକର ବହୁତ ନିକଟରେ ଅବସ୍ଥିତ କିରାନା ହିଲ୍ସ, ଯେପରିକି ସରଗୋଧା ବାୟୁସେନା ଘାଟି, ଯାହା ମାତ୍ର ୨୦ କିଲୋମିଟର ଦୂରରେ ଅବସ୍ଥିତ ।