Pakistan PM Offers Peace Talks with India

#ପାକିସ୍ତାନ_ଦେଲା_ଶାନ୍ତି_ପ୍ରସ୍ତାବ ଅପରେସନ୍ ସିନ୍ଦୂର ପରେ ପାକିସ୍ତାନର ତୋଡ ଭାଙ୍ଗିଛି। ବୁଦ୍ଧି ଶିଖିବା ପରେ ଏବେ ଠିକ୍ ଲାଇନକୁ ଆସିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ଭାରତ ସହ କଥାବାର୍ତ୍ତା ପାଇଁ ଆଗ୍ରହ ଦେଖାଇଛନ୍ତି।