Pakistan Surrenders: ଇତିହାସର ପୁନରାବୃତ୍ତି, ପୁଣି ପାକିସ୍ତାନକୁ ବଞ୍ଚାଇଦେଲା ଆମେରିକା !
ସବୁଥର ପରି ପାକିସ୍ତାନକୁ ଏଥର ବି ମିଳିଲା ଆମେରିକାର ସହାୟତା । ଆମରିକାର ସିଧା ପ୍ରତ୍ୟାଖ୍ୟାନ ଶୁଣି ଛାନିଆ ହୋଇଯାଇଥିଲା ପାକିସ୍ତାନ । ପୁଣି ଆମେରିକାର ଗୋଡ଼ ଧରିଲା । କୁହାଯାଉଛି, ପାକିସ୍ତାନକୁ ଭାରତର ପ୍ରହାରରୁ ବଞ୍ଚାଇଦେଲା ଆମେରିକା ।