Pakistani Commando Abu Hassem Musa in Kashmir: ସେନା ଘୋଷଣା କଲା ପୁରସ୍କାର ରାଶି; ହାସିମ୍‌ ମୂଷାର ସୁରାକ ଦେଲେ ମିଳିବ ୨୦ଲକ୍ଷ

ମୂଷାକୁ ଜୀବନ୍ତ ଧରିବାକୁ ବଡ଼ ଧରଣର ସର୍ଚ୍ଚ ଅପରେସନ ଚଳାଇଛି ଭାରତୀୟ ସେନା। ହେଲେ ମୂଷା କୌଣସି ପ୍ରକାର ପାକିସ୍ତାନକୁ ଖସିଯିବାକୁ ଚେଷ୍ଟା ଚଳାଇଥିବା ଜଣାଯାଇଛି। ମୂଷାକୁ ସୁରାକ ଦେଲେ ୨୦ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ସେନା ପକ୍ଷରୁ ଘୋଷଣା କରାଯାଇଛି।

Pakistani Commando Abu Hassem Musa in Kashmir: ସେନା ଘୋଷଣା କଲା ପୁରସ୍କାର ରାଶି; ହାସିମ୍‌ ମୂଷାର ସୁରାକ ଦେଲେ ମିଳିବ ୨୦ଲକ୍ଷ
Array