Pakistani Crew at Paradip Port: ପାରାଦୀପ ବନ୍ଦରରେ ୨୧ ଜଣ ପାକିସ୍ତାନୀ !

ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର ଥିବ ନେଇ ସୂଚନା । ୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବର ସୂଚନା ପରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

Pakistani Crew at Paradip Port: ପାରାଦୀପ ବନ୍ଦରରେ ୨୧ ଜଣ ପାକିସ୍ତାନୀ !
Array