Pakistani in Odisha: ସରିଗଲା ଡେଡଲାଇନ୍, ପାକିସ୍ତାନ ନଯାଇଥିଲେ ଯିବେ ଜେଲ୍
ପାକିସ୍ତାନର ନାଗରିକ ଏମାନେ । ହେଲେ ଭାରତ ପାଇଁ ଏମାନଙ୍କ ମନ ଝୁରୁଛି । କାହା ଆଖିରେ ଲୁହ ଶୁଖୁନି, ପୁଣି ଆଉ କିଏ କୋହ ସମ୍ଭାଳି ପାରୁନାହାନ୍ତି । ଇଏ ବଲାଙ୍ଗୀରର ସାରଦା କୁକ୍ରେଜା ଦୀର୍ଘ ୩୫ ବର୍ଷ ହେଲା ବାହାହୋଇ ବଲାଙ୍ଗୀରରେ ଅଛନ୍ତି ।