Panchang Today 12th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ
ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ମଙ୍ଗଳବାର। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ମଙ୍ଗଳବାର। ଚନ୍ଦ୍ର- ମୀନ ଅହୋରାତ୍ର,ତିଥି- ୧୧ଶୀ ଦିବା ୦୪.୦୫ ଗତେ ୧୨ଶୀ,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ଘାତବାର- ମକର ରାଶିର ପୁଷ୍କର ଦୋଷ- ୨-ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନଦାନ ପ୍ରାତଃ ୦୭.୫୧ ଗତେ ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୪.୦୫ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
ଶୁଭ ସମୟ:
ପ୍ରାତଃ-୦୫.୫୭ ରୁ ୦୬.୪୧
ଦିବା- ୦୮.୪୪ ରୁ ୧୧.୦୮
ସନ୍ଧ୍ୟା-୦୫.୦୪ ରୁ ୦୬.୪୦
ରାତ୍ରି- ୦୮.୧୭ ରୁ ୦୮.୩୦
ରାତ୍ରି-୦୯.୨୨ ରୁ ୧୧.୫୬
ରାତ୍ରି-୦୧.୩୯ ରୁ ୦୩.୨୩
ରାତ୍ରି-୦୪.୧୪ ରୁ ୦୫.୫୭
ଅଶୁଭ ସମୟ:
ରାହୁକାଳ-ଦିବା ୦୨.୧୭ ରୁ ୦୩.୪୦
କାଳବେଳା- ଦିବା ୧୨.୫୪ ରୁ ୦୨.୧୭
ବାରବେଳା- ପ୍ରାତଃ ୦୭.୨୦ ରୁ ୦୮.୪୪
କାଳରାତ୍ରି-ସନ୍ଧ୍ୟା ୦୬.୪୦ ରୁ ୦୮.୧୭