Panchang Today 14th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର । ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ୨ୟା ରାତ୍ରି ୦୨.୨୯ ଗତେ ୩ୟା। ଘାତଚନ୍ଦ୍ର-ନାସ୍ତିଘାତବାର-କର୍କଟ ରାଶିର। ପୁଷ୍କର ଦୋଷ –୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୦୨.୨୯ ପର୍ଯ୍ୟନ୍ତ।