Panchang Today 15th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଗୃହ ଶାନ୍ତି ପୂଜା
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ଦିବା ୦୪.୪୮ ଗତେ ମୀନ ତିଥି- ୧୩ଶୀ ରାତ୍ରି ୧୨.୧୯ ଗତେ ୧୪ଶୀ, ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର , ଦିବା ୦୪.୪୮ ଗତେ ଧନୁ ରାଶିର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୦.୦୭ ଗତେ ୧ ପାଦ-କୃଷିହାନି-ଭୂମିଦାନ
ଶୁଭସମୟ:
ପ୍ରାତଃ- ୦୫.୪୪ ରୁ ୦୭.୧୧
ଦିବା- ୦୮.୩୮ ରୁ ୧୧.୦୯
ସନ୍ଧ୍ୟା- ୦୫.୧୯ ରୁ ୦୬.୫୨
ରାତ୍ରି- ୦୮.୨୫ ରୁ ୦୮.୩୮
ରାତ୍ରି- ୦୯.୨୮ ରୁ ୧୧.୫୭
ରାତ୍ରି- ୦୧.୩୬ ରୁ ୦୩.୧୬
ରାତ୍ରି- ୦୪.୦୫ ରୁ ୦୫.୪୫
ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁଶୋଧନ ନକରି ଗୃହନିର୍ମାଣ କଲେ ଗୃହକର୍ତ୍ତାଙ୍କୁ ଆସେ ମହାବିପତ୍ତି
ଅଶୁଭସମୟ:
ରାହୁକାଳ- ଦିବା ୦୨.୨୫ ରୁ ୦୩.୫୨
କାଳବେଳା- ଦିବା ୧୨.୫୯ ରୁ ୦୨.୨୫
ବାରବେଳା- ପ୍ରାତଃ ୦୭.୧୧ ରୁ ୦୮.୩୮
କାଳରାତ୍ରି- ସନ୍ଧ୍ୟା ୦୬.୫୨ ରୁ ୦୮.୨୫