Panchang Today 16th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ରବିବାର ।  ଚନ୍ଦ୍ର- କନ୍ୟା ରାତ୍ରି ୦୧.୧୫ ଗତେ ତୁଳା । ତିଥି- ୨ୟା ଦିବା ୦୪.୫୮ ଗତେ ୩ୟା । ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୦୧.୧୫ ପର୍ଯ୍ୟନ୍ତ । ଘାତବାର- ମେଷ ରାଶିର ।

Panchang Today 16th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
Array