Panchang Today 16th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଶୁକ୍ରବାର । ଚନ୍ଦ୍ର-ଧନୁ ଅହୋରାତ୍ର । ତିଥୀ-୪ର୍ଥୀ ଅହୋରାତ୍ର । ଘାତଚନ୍ଦ୍ର-ଦିବା ୦୨.୦୭ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର-ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ।

Panchang Today 16th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
Array