Panchang Today 16th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଭୂମି କ୍ରୟ କରନ୍ତୁ
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର ।ଚନ୍ଦ୍ର- ମୀନ ଅହୋରାତ୍ର ,ତିଥି- ୧୪ଶୀ ରାତ୍ରି ୧୨.୧୯ ଗତେ ପୂର୍ଣ୍ଣିମା,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର,ପୁଷ୍କର ଦୋଷ- ନାସ୍ତି ।
ଶୁଭସମୟ:
ପ୍ରାତଃ- ୦୫.୪୫ ରୁ ୦୮.୦୩
ଦିବା- ୧୦.୨୨ ରୁ ୧୧.୩୨
ଦିବା- ୦୧.୨୭ ରୁ ୦୩.୪୩
ସନ୍ଧ୍ୟା- ୦୬.୦୮ ରୁ ୦୬.୫୮
ରାତ୍ରି- ୦୮.୩୭ ରୁ ୦୨.୩୮
ରାତ୍ରି- ୦୪.୧୨ ରୁ ୦୫.୪୫
ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ
ଅଶୁଭସମୟ:
ରାହୁକାଳ- ଦିବା ୧୧.୩୨ ରୁ ୧୨.୫୮
କାଳବେଳା- ଦିବା ୦୮.୩୮ ରୁ ୧୦.୦୫
ବାରବେଳା- ଦିବା ୧୧.୩୨ ରୁ ୧୨.୫୮
କାଳରାତ୍ରି- ରାତ୍ରି ୦୨.୩୮ ରୁ ୦୪.୧୨