Panchang Today 1st September 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ପ୍ରବେଶ କରନ୍ତୁ
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ରବିବାର,ଚନ୍ଦ୍ର- କର୍କଟ ରାତ୍ରି ୦୯.୧୯ ଗତେ ସିଂହ ତିଥି- ୧୪ଶୀ ନିଶାନ୍ତ ୦୫.୨୨ ଗତେ ଅମାବାସ୍ୟା ,ଘାତଚନ୍ଦ୍ର- ରାତ୍ରି ୦୯.୪୯ ଗତେ କର୍କଟ ଓ ମକର ରାଶିର ,ଘାତବାର- ମେଷ ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ଶୁଭସମୟ-
ପ୍ରାତଃ- ୦୫.୩୪ ରୁ ୦୯.୪୨
ଦିବା- ୦୧.୧୯ ରୁ ୦୧.୫୦
ସନ୍ଧ୍ୟା- ୦୬.୪୪ ରୁ ୦୯.୦୩
ରାତ୍ରି- ୧୨.୦୯ ରୁ ୦୧.୧୩
ରାତ୍ରି- ୦୨.୪୦ ରୁ ୦୩.୧୫
ଅଶୁଭସମୟ-
ରାହୁକାଳ- ଦିବା ୦୪.୨୫ ରୁ ୦୫.୫୮
କାଳବେଳା- ଦିବା ୧୧.୪୬ ରୁ ୦୧.୧୯
ବାରବେଳା- ଦିବା ୧୦.୧୩ ରୁ ୧୧.୪୬
କାଳରାତ୍ରି- ରାତ୍ରି ୦୧.୧୩ ରୁ ୦୨.୪୦