Panchang Today 25th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ଅହୋରାତ୍ର ,ତିଥି- ୯ମୀ ରାତ୍ରି ୦୩.୨୩ ଗତେ ୧୦ମୀ,ଘାତଚନ୍ଦ୍ର- ନାସ୍ତି ଘାତବାର- ବିଛା , ଧନୁ ଓ ମୀନ ରାଶିର,ପୁଷ୍କର ଦୋଷ- ନାସ୍ତି
ଶୁଭସମୟ:
ପ୍ରାତଃ– ୦୫.୪୮ ରୁ ୦୬.୩୪
ପ୍ରାତଃ– ୦୭.୧୯ ରୁ ୦୮.୩୯
ଦିବା- ୧୧.୫୩ ରୁ ୦୨.୫୫
ଦିବା- ୦୩.୪୧ ରୁ ୦୫.୧୨
ସନ୍ଧ୍ୟା- ୦୬.୦୩ ରୁ ୦୮.୨୧
ରାତ୍ରି- ୧୧.୫୫ ରୁ ୦୧.୩୬
ରାତ୍ରି- ୦୨.୨୭ ରୁ ୦୪.୦୮
ଅଶୁଭସମୟ:
ରାହୁକାଳ- ଦିବା ୧୦.୦୫ ରୁ ୧୧.୩୦
କାଳବେଳା- ଦିବା ୧୦.୦୫ ରୁ ୧୧.୩୦
ବାରବେଳା- ଦିବା ୦୮.୩୯ ରୁ ୧୦.୦୫
କାଳରାତ୍ରି- ରାତ୍ରି ୦୮.୨୧ ରୁ ୦୯.୫୬