Panchang Today 28th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ରବିବାର,ଚନ୍ଦ୍ର- ମେଷ ଅହୋରାତ୍ର,ତିଥି- ୮ମୀ ସନ୍ଧ୍ୟା ୦୭.୨୭ ଗତେ ୯ମୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର ,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ଶୁଭ ସମୟ:
ପ୍ରାତଃ-୦୫.୨୪ ରୁ ୦୯.୪୩
ଦିବା -୦୧.୩୦ ରୁ ୦୨.୦୨
ସନ୍ଧ୍ୟା- ୦୭.୦୫ ରୁ ୦୯.୧୮
ରାତ୍ରି- ୧୨.୧୫ ରୁ ୦୧.୧୬
ରାତ୍ରି-୦୨.୩୯ ରୁ ୦୩.୧୨
ଅଶୁଭ ସମୟ:
ରାହୁକାଳ- ଦିବା ୦୪.୪୪ ରୁ ୦୬.୨୧
କାଳବେଳା- ଦିବା ୧୧.୫୩ ରୁ ୦୧.୩୦
ବାରବେଳା- ଦିବା ୧୦.୧୬ ରୁ ୧୧.୫୩
କାଳରାତ୍ରି- ରାତ୍ରି ୦୧.୧୬ ରୁ ୦୨.୩୯