Panchang Today 30th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ମଙ୍ଗଳବାର,ଚନ୍ଦ୍ର- ବୃଷ ଅହୋରାତ୍ର,ତିଥି- ୧୦ମୀ ଦିବା ୦୪.୪୫ ଗତେ ୧୧ଶୀ,ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର,ଘାତବାର- ମକର ରାଶିର ,ପୁଷ୍କର ଦୋଷ- ୨ ପାଦ କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୦.୨୩ ଗତେ ୧ ପାଦ-କୃଷିହାନି-ଭୂମିଦାନ
ଶୁଭ ସମୟ:
ଦିବା – ୦୮.୩୯ ରୁ ୧୦.୩୫
ଦିବା- ୦୧.୧୦ ରୁ ୦୧.୨୯
ଦିବା-୦୪.୪୩ ରୁ ୦୫.୨୮
ସନ୍ଧ୍ୟା-୦୬.୨୦ ରୁ ୦୭.୦୪
ରାତ୍ରି-୦୯.୧୭ ରୁ ୧୧.୩୧
ରାତ୍ରି-୦୧.୪୪ ରୁ ୦୩.୧୨
ଅଶୁଭ ସମୟ:
ରାହୁକାଳ- ଦିବା ୦୩.୦୬ ରୁ ୦୪.୪୩
କାଳବେଳା- ଦିବା ୦୧.୨୯ ରୁ ୦୩.୦୬
ବାରବେଳା- ପ୍ରାତଃ ୦୭.୦୨ ରୁ ୦୮.୩୯
କାଳରାତ୍ରି- ରାତ୍ରି ୦୭.୪୩ ରୁ ୦୯.୦୬