Panchang Today 30th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଯାନବାହନ କ୍ରୟ କରନ୍ତୁ
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର- ବିଛା ଅହୋରାତ୍ର,ତିଥି- ୧୪ଶୀ ଦିବା ୧୦.୩୦ ଗତେ ଅମାବାସ୍ୟା,ଘାତଚନ୍ଦ୍ର- ନାସ୍ତି,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୨.୩୩ ଗତେ ୧ ପାଦ-କୃହିହାନି-ଭୂମିଦାନ ।
ଶୁଭ ସମୟ:
ପ୍ରାତଃ-୦୭.୩୫ ରୁ ୦୮.୫୧
ଦିବା-୧୧.୫୭ ରୁ ୧୨.୫୭
ଦିବା- ୦୨.୧୮ ରୁ ୦୨.୫୧
ଦିାବା- ୦୩.୩୫ ରୁ ୦୩.୪୦
ରାତ୍ରି- ୦୨.୩୯ ରୁ ୦୩.୩୧
ଅଶୁଭ ସମୟ:
ରାହୁକାଳ- ଦିବା ୦୮.୫୧ ରୁ ୧୦.୧୩
କାଳବେଳା- ପ୍ରାତଃ ୦୬.୦୮ ରୁ ୦୭.୩୦ ଓ ଦିବା ୦୩.୪୦ ରୁ ୦୫.୦୨
ବାରବେଳା- ଦିବା ୧୨.୫୭ ରୁ ୦୨.୧୮
କାଳରାତ୍ରି- ସନ୍ଧ୍ୟା ୦୫.୦୨ ରୁ ୦୬.୪୦ ଓ ନିଶାନ୍ତ ୦୪.୩୦ ରୁ ୦୬.୦୮